ଚାଲିବା ଦ୍ବାରା ଭୋଟ ମିଳୁଥିଲେ ମେଣ୍ଢା ଚରାଳୀ ପ୍ରଧାନମନ୍ତ୍ରୀ ହୋଇଯାଇଥାନ୍ତେ : କଂଗ୍ରେସ ବିଧାୟକ ଲକ୍ଷ୍ମଣ ସିଂ

ନୂଆଦିଲ୍ଲୀ: କିଛି ଦିନ ତଳେ ପୁଣି ଥରେ କ୍ଷମତାକୁ ଫେରିବା ଆଶାରେ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଛି କଂଗ୍ରେସ। ଦଳର ଏହି ଯାତ୍ରାକୁ ବିରୋଧୀ ସମାଲୋଚନା କରିଥିବା ‌ବେଳେ ଏବେ କଂଗ୍ରେସର ବିଧାୟକ, ଦଳର ଏହି ଯାତ୍ରାକୁ ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ଭାଇ ଲକ୍ଷ୍ମଣ ସିଂ କହିଛନ୍ତି ଯେ, କେବଳ ଚାଲିବା ଦ୍ୱାରା ଭୋଟ୍ ବୃଦ୍ଧି ହେବ ନାହିଁ। କଂଗ୍ରେସ ବିଧାୟକ ଏହା … Continue reading ଚାଲିବା ଦ୍ବାରା ଭୋଟ ମିଳୁଥିଲେ ମେଣ୍ଢା ଚରାଳୀ ପ୍ରଧାନମନ୍ତ୍ରୀ ହୋଇଯାଇଥାନ୍ତେ : କଂଗ୍ରେସ ବିଧାୟକ ଲକ୍ଷ୍ମଣ ସିଂ